ଦେଶବ୍ୟାପୀ ସଂକ୍ରମଣ ବଢ଼ିଲା: ଦିନକରେ ୮୧,୪୬୬ ମାମଲା

ନୂଆଦିଲ୍ଲୀ : ଦେଶରେ ଏବେ କରୋନା ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି। ବିଗତ ୭ ଦିନ ମଧ୍ୟରେ ସଂକ୍ରମଣ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି ଏବଂ ଏହି ସମୟ ଭିତରେ ପ୍ରାୟ ୪ ଲକ୍ଷ ୬୦ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଦେଶବ୍ୟାପୀ ସଂକ୍ରମଣ ଉପରମୁହାଁ ହୋଇଥିବା ବେଳେ ବିଭିନ୍ନ ରାଜ୍ୟରେ କଟକଣା ଅଧିକ କଡ଼ାକଡ଼ି ହୋଇଛି। ବିଗତ ୨୪ ଘଣ୍ଟା‌ ମଧ୍ୟ‌ରେ ଦେଶରେ ୮୧,୪୬୬ ନୂଆ ମାମଲା ଚିହ୍ନଟ … Continue reading ଦେଶବ୍ୟାପୀ ସଂକ୍ରମଣ ବଢ଼ିଲା: ଦିନକରେ ୮୧,୪୬୬ ମାମଲା